Browsing Category

ରାଜନୀତି

ବିଧାନସଭା ଶୀତ ଅଧିବେସନ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ୨୪ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କୋଭିଡର ଭୟାବହତା କମିଥିବାରୁ ଚଳିତ ବର୍ଷ ବିନା କଟକଣାରେ ଚାଲିବ…

ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ, କିନ୍ତୁ ସେ ନୁହନ୍ତି; ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ

ନୂଆଦିଲ୍ଲୀ: ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ ବ୍ୟକ୍ତି। କିନ୍ତୁ ବାସ୍ତବରେ ସେ ଜଣେ କେରଳର କୋଟ୍ଟାୟମ ବାସିନ୍ଦା। ଆଉ  ସେ ହେଉଛନ୍ତି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ସି ଭି ଆନନ୍ଦ ବୋଷ।ସେ ଜଣେ କେରଳି…

‘କ’ଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ EC ?  ସରକାର କୁହନ୍ତୁ କେମିତି ଦିଆଯାଉଛି ନିଯୁକ୍ତି’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସୁଧାରକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ରୋଚକ ବିତର୍କ ଦେଖିବାକୁ ମିଳିଛି। ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁଧାର କରାଯିବା ଦାବି ସଂପର୍କିତ ଯାଚିକା ଉପରେ ବୁଧବାର ଉଚ୍ଚତମ…

କଂଗ୍ରେସ ଉପରେ ପୁଣି ବର୍ଷିଲେ ମୋଦୀ, କହିଲେ କଂଗ୍ରେସ ମଡେଲର ଅର୍ଥ ହେଉଛି କେବଳ ଦୁର୍ନୀତି…

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ 'କଂଗ୍ରେସ ମଡେଲ'ର ଅର୍ଥ ହେଉଛି ଭାଇ-ଭଣଜାବାଦ , ଜାତିବାଦ, ସାମ୍ପ୍ରଦାୟିକତା ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି। ଆସନ୍ତା…

ପୂର୍ବତନ ମନ୍ତ୍ରୀ ଗୋଲକ ନାଏକଙ୍କ ପରଲୋକ: ହାର୍ଟ ଆଟାକରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ହାର୍ଟ ଆଟାକରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଡାଏଲିସିସ ପାଇଁ ମେଡିକାଲ ଯିବା ବାଟରେ ତାଙ୍କର…

ଅଖିଳେଶ ଯାଦବଙ୍କ ନୂଆ ଯୋଜନା, ନିର୍ବାଚନ ଜିତିବା ପାଇଁ ଏହି ଭୋଟର୍ସଙ୍କ ଉପରେ ଫୋକସ

ଉତ୍ତର ପ୍ରଦେଶ : ଆଗକୁ ହେବାକୁ ଯାଉଛି ମେନପୁରୀ ଲୋକସଭା ଉପନିର୍ବାଚନ । ଏହି ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟୀ ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ କରିନାହନ୍ତି । ସେଥିପାଇଁ ସମାଜବାଦୀ ପାର୍ଟୀ ଏବଂ ଭାରତୀୟ ଜନତା…

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଗୋଡସେଙ୍କ ବନ୍ଧୁକ ଖୋଜିବାରେ ସାହାଯ୍ୟ କରିଥିଲେ ସଭରକର: ତୁଷାର ଗାନ୍ଧୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ସାମିଲ୍ ଥିଲେ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକର। ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ। ସେ ଦୃଢତାର…

ଭାରତ-ରୁଷ ବନ୍ଧୁତ୍ୱକୁ ପୂରିଲା ୭୫ ବର୍ଷ, ରୁଷ କୁଟନୀତିଜ୍ଞ ଏମିତି କିଛି କହିଲେ, ଯାହା ଜିତି ନେଲା ଭାରତୀୟଙ୍କ ମନ

ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ଥିବା କୁଟନୈତିକ ସମ୍ବନ୍ଧକୁ ଆଜିକୁ ୭୫ବର୍ଷ ପୁରିଛି । ଏହି ଖୁସିରେ ୨ଦେଶ ମିଳିତ ଭାବେ ଖୁସି ମନାଉଛି । ଏହି ଖୁସି କ୍ଷଣକୁ ମନେରଖିବା ପାଇଁ ଦୁଇ ଦେଶରେ କିଛି କାର୍ଯ୍ୟକ୍ରମ ମଧ୍ୟ…

Delhi MCD Polls: ଜାଣନ୍ତୁ କେଉଁ ନେତାଙ୍କ କହିବାନୁସାରେ ରୋଡ୍ ଶୋ ପାଇଁ ଦିଲ୍ଲୀ ଆସିଥିଲେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ନଗର ନିଗମ ନିର୍ବାଚନରେ ପ୍ରଚାର ଶୈଳୀ  ପରି ବିଜେପି ଏଥର ଦିଲ୍ଲୀ ନଗର ନିଗମ ନିର୍ବାଚନରେ ବି ନିଜର ବରିଷ୍ଠ ନେତାଙ୍କୁ ମଇଦାନକୁ ଓହ୍ଲାଇଛି। ବିଜେପିର ଶୀର୍ଷ ନେତୃତ୍ଵ ଦେଶର ରାଜଧାନୀରେ…

ସତେନ୍ଦ୍ର ଜୈନ ମାଲିସ ଘଟଣା: ଆପ କହିଲା ସେ ଫିଜିଓଥେରାପିଷ୍ଟ କିନ୍ତୁ ବାସ୍ତବରେ ବାହାରିଲେ ରେପିଷ୍ଟ

ନୂଆଦିଲ୍ଳୀ: କିଛି ଦିନ ତଳେ ସୋସିଆଲ ମିଡିଆରେ ଆପ ନେତା ସତେନ୍ଦ୍ର ଜୈନଙ୍କ ମାଲିସ ହେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାରେ ଆପ କରହିଥିଲା ଯେ ତିହାଡ ଜେଲରେ ଜୈନଙ୍କୁ ଯିଏ ମାଲିସ କରୁଥିଲେ ତାଙ୍କୁ…