Browsing Category
Top Stories
ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ବଦଳିବ ଭାରତର ଚୂଡାନ୍ତ ଏକାଦଶ ? ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ : ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ହାରି ସାରିଛି। ତେବେ ନିଜର ସମ୍ମାନ ରକ୍ଷା ପାଇଁ ରବିବାର ମଇଦାନକୁ ଓହ୍ଲାଇବ ଭାରତ। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଘରୋଇ ଦଳ ୨-୦ରେ…
୭୦ ହଜାର ଟଙ୍କାର ସାଇକେଲ, କିଲୋମିଟର ପିଛା ଖର୍ଚ୍ଚ ମାତ୍ର ୧୨ ପଇସା: ଜାଣନ୍ତୁ ଅଧିକ
ଯଦି ଆପଣ କୌଣସି ଗାଡ଼ି ବା ବାହନ କିଣିବାକୁ ଚାହୁଛନ୍ତି ଯାହା ଆପଣଙ୍କୁ ପେଟ୍ରୋଲ ଖର୍ଚ୍ଚରୁ ମୁକ୍ତି ଦେବ । ତେବେ ଆପଣ VAAN(ଭାନ୍) ଇଲେକ୍ଟ୍ରିକ୍ ର ଏହି ଇଲେକ୍ଟ୍ରିକ ସାଇକେଲ ବିଷୟରେ ଚିନ୍ତା କରିପାରନ୍ତି । ଯାହା…
ଷ୍ଟେଜ୍ ଉପରେ ଶକ୍ତ ଚାପୁଡ଼ା ମାରିଲା ବର, ରାଗରେ ଅନ୍ୟ ଜଣଙ୍କ ହାତରୁ ସିନ୍ଦୁର ପିନ୍ଧିଲା କନିଆ
ନୂଆଦିଲ୍ଲୀ: ତାମିଲନାଡୁରେ ଜଣେ ବର ବାହାଘର ଉତ୍ସବରେ କନିଆକୁ ଶକ୍ତ ଚାପୁଡ଼ା ମାରିଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ରାଗିଯାଇ କନିଆ ଜଣକ ସେହି ସମୟରେ ସମ୍ପର୍କ ଭାଙ୍ଗି ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ,…
ପିଏମ ଆବାସ ଯୋଜନାରେ ମିଳିପାରେ ଆଉ ଏକ ବଡ଼ ସୁବିଧା, ଜାଣନ୍ତୁ କ’ଣ ଫାଇଦା
ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପୁଣି ଥରେ ଲଞ୍ଚ କରିବାକୁ ନେଇ ସରକାରଙ୍କ ନିକଟରେ ଦାବି କରିଛି ଶିଳ୍ପ ସଂଗଠନ ସିଆଇଆଇ । ଏହା ଅଧୀନରେ ସିଆଇଆଇ…
କ୍ରିକେଟ ଫ୍ୟାନ ନିରାଶ: ବାରବାଟୀରେ ହେବନି ୱେଷ୍ଟଇଣ୍ଡିଜ ମ୍ୟାଚ, ପରିବର୍ତ୍ତିତ ସୂଚୀ ଜାରି କଲା BCII
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାରବାଟୀରେ ଖେଳାଯିବନି ଭାରତ ଏବଂ ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା । କୋଭିଡକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଗସ୍ତ କାର୍ଯ୍ୟସୂଚନୀ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଦୁଇଟି…
୨୬ ଜାନୁଆରୀ ପର୍ଯ୍ୟନ୍ତ ଶସ୍ତାରେ ବୁକ୍ କରିପାରିବେ ଫ୍ଲାଇଟ୍ ଟିକେଟ୍, Go First ଜବରଦସ୍ତ ଅଫର୍
ବଜେଟରେ ବିମାନ ଯାତ୍ରା ଉପଲବ୍ଧ କରାଉଥିବା ଗୋ ଫାର୍ଷ୍ଟ ଏୟାରଲାଇନ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଣିଛି ଏକ ଭଲ ଅଫର । ଏୟାରଲାଇନ୍ ‘ରାଇଟ ଟୁ ଫ୍ଲାଏ ସେଲ୍’ ଅନ୍ତର୍ଗତ ବିମାନ ଯାତ୍ରୀଙ୍କୁ ୯୨୬ ଟଙ୍କାର ପ୍ରାରମ୍ଭିକ…
ନିର୍ବାଚନ: ଜାନୁଆରୀ ୩୧ ଯାଏଁ ବଢ଼ିଲା କଟକଣା
ନୂଆଦିଲ୍ଲୀ: ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ସେଥିପାଇଁ ତେଜିଛି ରାଜନୀତି । କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ କରାଯାଇଛି । ଏହାରି ମଧ୍ୟରେ ନିର୍ବାଚନ କଟକଣାକୁ ନେଇ ଆସିଛି ବଡ଼ ଖବର ।…
ଉତ୍ତର ପ୍ରଦେଶ ରାଜନୀତିରେ ନୂଆ ସମୀକରଣ: ଦୁଇ ରାଜନୈତିକ ଦଳ ସହିତ ମେଣ୍ଟ କରିବେ ଓୱେସୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ଇଲେକ୍ସନରେ ଆସିଛି ନୂଆ ମୋଡ । ବେଶ କିଛି ଦିନରୁ ଏକା ହୋଇ ଯାଇଥିବା ଇଓଗଓଗ କୁ ନୂଆ ପାର୍ଟନର । କାଲି ପାର୍ଟନର ସଂଖ୍ୟା ଜିରୋ ଥିବା ବେଳେ ଆଜି ଏକା ସାଙ୍ଗରେ ଯୋଡି ଦୁଇ ଦୁଇଟି…
୧୭ ବର୍ଷ ପରେ କ୍ରିକେଟ ପଡିଆ ଛାଡିଲେ ପରେଶ ପଟେଲ: ଲିଷ୍ଟ ଏ ରେ ଓଡିଶା ପାଇଁ ମାରିଛନ୍ତି ଶତକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରିକେଟ ପଡିଆକୁ ସୁବଦିନ ପାଇଁ ଟାଟା କରିଛନ୍ତି ଓଡ଼ିଶା ଖେଳାଳି ପରେଶ ପଟେଲ । ୨୦୦୫-୦୬ରେ ଗୋଆ ବିପକ୍ଷରେ ପଦାର୍ପଣ କରିଥିବା ପରେଶ ଦୀର୍ଘ ୧୭ ବର୍ଷ ପରେ ଅବସର ଘୋଷଣା କରିଛନ୍ତି । ୨୦ଟି…
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ସ୍ୱାମୀକୁ ଆଜୀବନ, ସ୍ତ୍ରୀକୁ ୨୦ ବର୍ଷ ଜେଲ୍
କଟକ(ଓଡ଼ିଶା ଭାସ୍କର): କଟକ ବିଡ଼ାନାସୀ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ହୋଇଛି ଶୁଣାଣି । ଏହି ମାମଲାରେ ବଡ଼ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଦୋଷୀ ଦମ୍ପତ୍ତିଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି କଟକ ସ୍ପେଶାଲ ପୋକ୍ସୋ…