Browsing Category

Top Stories

ଘୋଡ଼ା ସବାରୀରେ ବଢିଲା ପଦକ ଆଶା; ଫାଇନାଲରେ ପହଞ୍ଚିଲେ ଫୌଆଦ ମିର୍ଜା

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଅଶ୍ୱଚାଳକ ଭାବରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଫୌୀଆଦ ମିର୍ଜା ଫାଇନାଲରେ ପ୍ରବେଶ କରିଛନ୍ତି । ଅଶ୍ୱଚାଳନାର ବ୍ୟକ୍ତିଗତ ଇଭେଣ୍ଟରେ ଫୌଆଦ ୨୨ ତମ ସ୍ଥାନରେ ରହିଥିଲେ । ୪୪…

କୁନ୍ଦ୍ରାଙ୍କ ଗିରଫଦାରୀ ପରେ ମୁହଁ ଖୋଲିଲେ ଶିଳ୍ପା, କହିଲେ- ‘ମୁଁ ଚୁପ୍ ରହିବି, କିନ୍ତୁ ମୋ ପିଲାଙ୍କ ପ୍ରାଇଭେସିକୁ ଧ୍ୟାନରେ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବେ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ରହିଛନ୍ତି । ମିଡିଆରେ ତାଙ୍କ ସମ୍ପର୍କରେ ନାନା ପ୍ରକାରର ଖବର ପ୍ରକାଶ ପାଉଛି । ରାଜ୍ କୁନ୍ଦ୍ରା ଏବେ…

ଆଉ ଏକ ମହାମେଣ୍ଟ ସମ୍ଭାବନା: ଲାଲୁ ଓ ମୁଲାୟମଙ୍କ ଚାୟ ପେ ଚର୍ଚ୍ଚା

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଆଉ ଏକ ମେଣ୍ଟକୁ ନେଇ ରାଜନୀତି ସରଗରମ ହୋଇଛି । ନିର୍ବାଚନ ପୂର୍ବରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ ପରସ୍ପରକୁ…

ଭୂମିର ପୃଥିବୀରେ କେବଳ କାଳିଆ, ସ୍ତୋତ୍ର ଓ ସଂସ୍କୃତି ଉଚ୍ଚାରଣରେ ଚମକାଇ ଦେଉଛନ୍ତି

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କାଳିଆର ଭୂମି ଆଉ ଭୂମିର କାଳିଆ । ଏଭଳି ଏକ ବିରଳ ଶାଶ୍ୱତ ଭାବର ବନ୍ଧନ ଦେଖିବାକୁ ମିଳିଛି । କାଳିଆ କଥା ଉଚ୍ଚାରଣ ଓ ଗୀତଗୋବିନ୍ଦ ବୋଲିବାରେ ବେଶ୍ ଧୁରୀଣା ସେ । ଜଗନ୍ନାଥାଷ୍ଟକର…

କଟକରେ ହେବ ଗଣେଶ ପୂଜା, ମିଳିଲା ଅନୁମତି

କଟକ(ଓଡ଼ିଶା ଭାସ୍କର): ଚଳିତ ବର୍ଷ କଟକରେ ହେବ ଗଣେଶ ପୂଜା । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କିନ୍ତୁ ପୂଜା ସମୟରେ ଗହଳି ହେବ ନାହିଁ । ଅର୍ଥାତ୍ କୋଭିଡ୍ ନିୟମକୁ କଡାକଡ଼ି ପାଳନ କରାଯିବ । ଗଣେଶ ପୂଜାରୁ…

ନିଃଶ୍ୱାସ ନେଇପାରୁନି ତୁର୍କୀ, ଜଳୁଛି ୭୦ରୁ ଅଧିକ ଜଙ୍ଗଲ

ଇସ୍ତାନବୁଲ୍: କିଛି ଦିନ ହେବ ତୁର୍କୀର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଯାହା କି ଲିଭିବାର ନାଁ ଧରୁନି । ଧୀରେ ଧୀରେ ଏହା ଏକାଧିକ ଜଙ୍ଗଲରେ ବ୍ୟାପିବାରେ ଲାଗିଛି । ଯଦ୍ୱାରା ତୁର୍କୀ ଏବେ ଧୂଆଁମୟ ହୋଇଯାଇଛି ।…

କୁବେର ପିଏସ୍ ବିରଞ୍ଚି ସାହୁ ସସପେଣ୍ଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଆଜି ସସପେଣ୍ଡ କରିଦିଆଯାଇଛି । ତାଙ୍କୁ ଆଜି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଲମ୍ବିତ କରିଛନ୍ତି । ନିଲମ୍ବନ ପରେ ତାଙ୍କ ବିରୋଧରେ…

SBI ସମେତ ଏହି ବ୍ୟାଙ୍କଗୁଡିକ ବନ୍ଦ କଲା ଲକ୍ଷାଧିକ ଗ୍ରାହକଙ୍କ ଆକାଉଣ୍ଟ, ଲିଷ୍ଟରେ ନାହିଁ ତ ଆପଣଙ୍କ…

ନୂଆଦିଲ୍ଲୀ: ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣଙ୍କ ବି ଦେଶର ସରକାରୀ ବ୍ୟାଙ୍କ ଏସବିଆଇ ସମେତ ଅନ୍ୟ ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ…

ବିବାହ ପରେ ବରର ସାଙ୍ଗ ଖୋଲିବାକୁ ପଡ଼ିଲା କନ୍ୟାର ପୋଷାକ, ଜାଣନ୍ତୁ କ’ଣ ରହିଥିଲା କାରଣ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । ତେବେ କିଛି ଦେଶରେ ଏପରି ମଜାଳିଆ ପରମ୍ପରା ରହିଥିବା ଦେଖିବାକୁ ମିଳିଥାଏ । ବିବାହ ପରେ ବରଙ୍କ ସାଙ୍ଗ ଖୋଲିଥାନ୍ତି କନ୍ୟାଙ୍କ ପୋଷାକ ।…

୫୦ ଗାଁକୁ ମାଡ଼ିଗଲା ସୁବର୍ଣ୍ଣରେଖା ନଦୀ ଜଳ, ପ୍ରବଳ ବର୍ଷା ପ୍ରଭାବ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଉପର ମୁଣ୍ଡରେ ବର୍ଷା, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଏଭଳି ସ୍ଥିତି ଉପୁଜିଛି ବାଲେଶ୍ୱର ଜିଲ୍ଲାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଉପର…