Browsing Category

ବାଣିଜ୍ୟ

ଏହି ବ୍ୟାଙ୍କର ଚେକ୍ ବୁକ୍ ଆସନ୍ତା ମାସରୁ ହୋଇଯିବ ବେକାର ! ନୂଆ ପାଇଁ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ PNB ପକ୍ଷରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ର ଆକାଉଣ୍ଟଧାରୀମାନଙ୍କୁ ଆଲର୍ଟ କରାଯାଇଛି । ପିଏନବି କହିଛି ଯେ ଯଦି ଏହି…

BSNL ସମସ୍ତ ପ୍ରିପେଡ ମୋବାଇଲ୍‌ ପ୍ଲାନରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ ବଢ଼ିଲା କି କମିଲା…

ନୂଆଦିଲ୍ଳୀ: ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ତା’ର ସମସ୍ତ ପ୍ରିପେଡ ମୋବାଇଲ୍‌ ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି । କମ୍ପାନୀ ସାରା ଦେଶରେ ନିଜର ୧୪ଟି ପ୍ରିପେଡ୍‌ ପ୍ଲାନର ବେସ୍‌ ଟାରିଫ୍‌ ବଦଳାଇ ଦେଇଛି ।…

ଆପଣଙ୍କ ମୁଣ୍ଡରେ ରହିଛି ଏତିକି ଟଙ୍କାର ଋଣ; ବଢିଲା ରାଜ୍ୟର ଋଣ ଭାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ମାନିଛନ୍ତି ।…

ରବି ଫସଲର MSP ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ; ବୟନ ଶିଳ୍ପ ପାଇଁ ୧୦ ହଜାର କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରବି ଫସଲର ନିମ୍ନତମ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବୟନ…

ଆଜିଠୁ ବିକ୍ରି ହେବ ଓଲା ଇ-ସ୍କୁଟର, ଅକ୍ଟୋବରରେ ଆରମ୍ଭ ହେବ ଡେଲିଭରି

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ଆଜିଠୁ ଓଲା ଇଲେକ୍ଟ୍ରିକ୍‌ର ଏସ୍‌୧ ଇ-ସ୍କୁଟର ବିକ୍ରି ଆରମ୍ଭ ହେବ  । ସେହିଭଳି ଅକ୍ଟୋବରରେ ଏହାର ଡେଲିଭରି ଆରମ୍ଭ ହେବ ନେଇ କମ୍ପାନି ପକ୍ଷରୁ ଘୋଷଣା ହୋଇଛି । ଅଗଷ୍ଟ ମାସରେ ଓଲା…

ଟ୍ରେନ ଯାତ୍ରା ସମୟରେ ଭୁଲରେ ବି କରନ୍ତୁନି ଏହି କାମ; ରେଳ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ସମୟରେ ଟିକେଟ କାଟିବାକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ତେବେ କେବଳ ଟିକେଟ ନୁହେଁ ବରଂ ଅନେକ ନିୟମ ରହିଛି ଯାହା ନ ଜାଣିଲେ ଆପଣଙ୍କୁ କେବଳ ଜୋରିମାନା ନୁହେଁ ବରଂ ଜେଲ ଦଣ୍ଡ ମଧ୍ୟ…

ବିନା ଇଣ୍ଟରନେଟ କନେକ୍ସନରେ ହୋଇପାରିବ ୟୁପିଆଇ ପେମେଣ୍ଟ୍, ଆପଣାନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ୟୁପିଆଇ ପେମେଣ୍ଟ୍ ମୋଡର ବ୍ୟବହାର ଖୁବ୍ ସାଧାରଣ ହୋଇଗଲାଣି । ଏହାର ବହୁଳ ବ୍ୟବହାରର କାରଣ ହେଲା ଏଥିରେ ପେମେଣ୍ଟ ଗୋଟିଏ ଚୁଟକିରେ ହୋଇଯାଉଛି । ଏଥିରେ ଟଙ୍କା…

ଟ୍ରେନ୍ ଟିକେଟ୍ ବାତିଲ ନକରି ବଦଳାଇ ପାରିବେ ଯାତ୍ରା ତାରିଖ, ଜାଣନ୍ତୁ ରେଳବାଇର ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଇଥାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଏଥିରେ ଯାତ୍ରା କରିଥାନ୍ତି । ହେଲେ କରୋନା ସମୟରେ ରେଳ ଯାତ୍ରାରେ ବାଧାପ୍ରାପ୍ତ ହୋଇଥିଲା ଏବଂ ଅନେକ ଲୋକ ଯାତ୍ରା…

ଫୋନରେ Debit Card, Credit Card, ATM Card, Aadhar ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଇଣ୍ଟରନେଟ୍ ବ୍ୟାଙ୍କିଙ୍କ୍ ଖୁବ୍ ଜୋରରେ ବଢ଼ିବାରେ ଲାଗିଛି । ଆଜି କା ସମୟରେ ପ୍ରତ୍ୟେକ ଟି ଲୋକ ନିଜ ଫୋନ୍ ରେ ଏଟିଏମ୍, କ୍ରେଡିଟ୍ କାର୍ଡ ସବୁର ଡିଟେଲ୍ ପକାଉଛନ୍ତି । ହେଲେ ଏହା କେତେ…

ଲଗାତର ଦ୍ୱିତୀୟ ଦିନ ଶସ୍ତା ହେଲା ସୁନା, ରୁପା ଦାମ୍ ବି ଖସିଲା; ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡର କଣ ରହିଛି ଦାମ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬…