CHARIDHAM
Browsing Category

ବାଣିଜ୍ୟ

ରକ୍ଷାବନ୍ଧନରେ ଭଉଣୀକୁ ଦିଅନ୍ତୁ ମାତ୍ର ୧ ଟଙ୍କାର ଏହି ସରକାରୀ ସ୍କିମ୍ ଉପହାର, ମ୍ୟାଚୁରିଟିରେ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା

ନୂଆଦିଲ୍ଲୀ: ରକ୍ଷାବନ୍ଧନରେ ସମସ୍ତେ ନିଜ ଭଉଣୀ ଓ ଝିଅକୁ କିଛି ନା କିଛି ଉପହାର ନିଶ୍ଚୟ ଦେଉଥିବେ । ହେଲେ ଏହି ରାଖୀରେ ଆପଣ ମାନେ ନିଜ ଭଉଣୀଙ୍କ ଭବିଷ୍ୟତକୁ ସଜାଡ଼ି ପାରିବେ । ଆମେ କହୁଛୁ ଏକ ସରକାରୀ ସ୍କିମ୍ ର ।…

ଚାକିରି ଗଲେ ବି ୨୦୨୨ ଯାଏଁ ମିଳିବ PF ଟଙ୍କା; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଖୁସି ଖବର। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରୋନା ରେ ଚାକିରି ହରାଇଥିବା…

ବ୍ୟବସାୟ କରିବା ପାଇଁ ଫେସବୁକ୍ ଦେବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍, ଜାଣନ୍ତୁ ପୂରା ଯୋଜନା ସମ୍ପର୍କରେ

ନୂଆଦିଲ୍ଲୀ: ଦିଗ୍ଗଜ ସୋସିଆଲ୍ ମିଡିଆ କମ୍ପାନୀ ଫେସବୁକ୍ କ୍ଷୁଦ୍ର ଓ ମଧ୍ୟମଧରଣର ବ୍ୟବସାୟୀଙ୍କୁ ଏକ କ୍ଷୁଦ୍ର ବ୍ୟବସାୟିକ ଋଣ ଆରମ୍ଭ କରିଛି । ଏହା ଜରିଆରେ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ୫ ଲକ୍ଷରୁ ୫୦ ଲକ୍ଷ…

ସାଇବର୍ ଲୁଟର ଶିକାର ହୋଇଥିବା ଲୋକଙ୍କୁ ୨୪ ଘଣ୍ଟା ଭିତରେ ମିଳିବ କଟିଥିବା ଟଙ୍କା, ଏହା ହେଉଛି ପୂରା ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନର ଏହି ଟେକ୍ନୋଲୋଜି ଯୁଗରେ ଅନଲାଇନ୍ ଠକେଇ ଅଭିଯୋଗ ଅନେକ ଆସୁଛି । ବିଶେଷ କରି ଏହି କରୋନା ସମୟରେ ସାଇବର୍ ଲୁଟ୍ ଅନେକ ବୃଦ୍ଧି ପାଇଛି । ଲୋକମାନେ ନିଜ ପରିଶ୍ରମରେ ରୋଜଗାର କରିଥିବା…

ATM ରୁ ଟଙ୍କା ନବାହାରିଲେ ଏମିତି କରନ୍ତୁ ଅଭିଯୋଗ; ବ୍ୟାଙ୍କ ଦେବ ୧୦ ହଜାର ଟଙ୍କା ଫାଇନ

ନୂଆଦିଲ୍ଲୀ: ଆପଣ ଏଟିଏମ୍ ରୁ ଟଙ୍କା ବାହାର କରୁଥିବା ବେଳେ ବହୁତ୍ ଥର ଟଙ୍କା ବାହାରି ନଥାଏ। ପୂର୍ବରୁ ଏହାକୁ ନେଇ କୌଣସି ଦଣ୍ଡ ରହିନଥିଲା ମାତ୍ର rbi ପକ୍ଷରୁ ନିୟମରେ ପରିବର୍ତ୍ତନ କରା ଯାଇଛି। ଏଣିକି atm ରୁ ଟଙ୍କା…

ହ୍ରଦ ଭିତରେ ATM ସ୍ଥାପନ କଲା SBI, ଜାଣନ୍ତୁ କେଉଁଠି…

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ପାଣି ଭିତରେ ମିଳିବ ନଗଦ ଟଙ୍କା। ପର୍ଯ୍ୟଟକ ପାଇବେ ଆବଶ୍ୟକ ଅନୁସାରେ କ୍ୟାଶ୍‌। ଏହି ସୁବିଧା ପାଇଁ ହ୍ରଦରେ ଏଟିଏମ୍‌ ସ୍ଥାପନ କରାଯାଇଛି। ଏସିଆର ଅନ୍ୟତମ ଆକର୍ଷଣୀୟ ହ୍ରଦ ଶ୍ରୀନଗରରେ…

PNBରେ ଆପଣଙ୍କର ଆକାଉଣ୍ଟ ଅଛି କି, ଫ୍ରିରେ ପାଇପାରିବେ ୨ ଲକ୍ଷ ଟଙ୍କାର ବେନିଫିଟ୍

ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ଆକାଉଂଟ ଅଛି, ତେବେ ଆପଣ ବହୁତ ବେନିଫିଟ୍ ପାଇପାରିବେ । ପିଏନବି ପକ୍ଷରୁ ମାଗଣାରେ ୨ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ପ୍ରଦାନ କରାଯାଉଛି । ଏହି…

ଅଟକି ରହିଛି କି’ PMAY ସବସିଡି? ଏହା ହୋଇପାରେ କାରଣ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଶସ୍ତା ଗୃହଋଣଗ୍ରହୀତାଙ୍କୁ ସୁଧ ସହାୟତା ବାବଦରେ ଏପର୍ଯ୍ୟନ୍ତ ୩୦,୦୦ କୋଟି ସବସିଡି ଭାବରେ ପ୍ରଦାନ କରାଯାଇଛି । ଏହି ଯୋଜନା ୨୦୧୬ରେ ଆରମ୍ଭ ହୋଇଥିଲା । ରାଷ୍ଟ୍ରୀୟ ଆବାସ…

ବଢ଼ିବ Retirement ବୟସ ଓ Pension ରକମ! ଜାଣନ୍ତୁ ସରକାରଙ୍କ ନୂଆ ଯୋଜନା ବିଷୟରେ

ନୂଆଦିଲ୍ଲୀ: ସମସ୍ତ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଏକ ଖୁସି ଖବର ଆସିବାକୁ ଯାଉଛି । ସମସ୍ତ ସରକାରୀ କମର୍ଚାରୀଙ୍କର ଅବସରକାଳୀନ ବୟସ ଓ ପେନସନ ରକମ ବୃଦ୍ଧି ପାଇପାରେ । ଅବସର କାଳୀନ ବୟସ ବୃଦ୍ଧି ସହ ୟୁନିଭରସାଲ ପେନସନ…

ବଦଳିଯିବ ବିଦ୍ୟୁତ୍ ବିଲ୍ ଦେବାର ପ୍ରକ୍ରିୟା, ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଲାଗିବ Prepaid Smart Meter

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲ୍ ପିଇଠକୁ ନେଇ ଆସିଛି ବଡ଼ ଖବର । ଏଣିକି ସମଗ୍ର ଦେଶରେ ପ୍ରତ୍ୟେକ ଘରେ ସ୍ମାର୍ଟ ମିଟର ଲଗାଯିବ । ଏହାକୁ ନେଇ ସମୟସୀମା ମଧ୍ୟ ସ୍ଥିର କରିଛନ୍ତି ସରକାର । ତେବେ ଶକ୍ତି ମନ୍ତ୍ରାଳୟ କିଛି ଦିନ…