fbpx
BSKY
BJD MS SKY
BJD YOUTH SKY
Browsing Category

ମନୋରଞ୍ଜନ

ବ୍ୟାଟେଲ୍‌ଗ୍ରାଉଣ୍ଡସ୍‌ ମୋବାଇଲ୍‌ ଇଣ୍ଡିଆର ପ୍ରି- ରେଜିଷ୍ଟେସନ୍ ଆରମ୍ଭ, ପ୍ରାକ୍‌-ପଞ୍ଜିକରଣ କଲେ ମିଳିବ ୪ଟି ଆକର୍ଷଣୀୟ ପୁରସ୍କାର, ଜାଣନ୍ତୁ…

ନୂଆଦିଲ୍ଲୀ : ଅଗ୍ରଣୀ ସାଉଥ୍‌ କୋରିଆନ ଗେମ୍‌ ଡେଭଲପର କ୍ରାଫ୍‌ଟନ୍‌ ବ୍ୟାଟେଲ ଗ୍ରାଉଣ୍ଡସ ମୋବାଇଲ୍‌ ଇଣ୍ଡିଆର ପ୍ରାକ୍‌ ପଞ୍ଜିକରଣ ଆରମ୍ଭ କରିଛି । ଏହା କ୍ରାଫ୍‌ଟନ୍‌ ଦ୍ୱାରା ବିକଶିତ । ଏହି ଗେମ୍‌ର ପ୍ରାକ୍‌ ପୀକରଣ…

ଖୁବ୍‌ଶୀଘ୍ର ବିବାହ କରିବେ ଅଙ୍କିତା, ଖାଲି ତିଥି- ବାର- ଲଗ୍ନକୁ ଅପେକ୍ଷା

ମୁମ୍ବାଇ ୧୯/୦୫: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ । ଦୀର୍ଘ ୩ ବର୍ଷ ଧରି ଉଭୟ ଡେଟ୍‌ କରି ଆସୁଛନ୍ତି । ହେଲେ ଏବେ ଆଗକୁ ବଢ଼ିବାର ସମୟ…

ଭାଇରାଲ୍ ହେଉଛି ସଲମାନଙ୍କ ବଡି ଡବଲ୍ ପରେଜ୍ କାଜୀଙ୍କ ଫଟୋ

ମୁମ୍ବାଇ : ଚଳିତ ଇଦ୍ ରେ ଭାଇଜାନ୍ ସଲମାନ ଖାନ୍ ନିଜ ଫ୍ୟାନ୍ସ ମାନଙ୍କ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ଉପହାର ଆକାରରେ ଆଣିଛନ୍ତି । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଫିଲ୍ମଟି ଜି-୫ ରେ…

ଇଣ୍ଟରନ୍ୟାସନାଲ୍ ଆଲବମ୍ ଶୁଟିଂ ପାଇଁ ଉର୍ବଶୀ ପିନ୍ଧିଲେ ୧୫ କୋଟି ଟଙ୍କାର ଡ୍ରେସ୍

ମୁମ୍ବାଇ : ଉର୍ବଶୀଙ୍କର ପ୍ରଥମ ଇଣ୍ଟର ନ୍ୟାସନାଲ୍ ଗୀତ ରିଲିଜ୍ ପରେ ଏହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ରିଲିଜ୍ ପରଠାରୁ ହିଁ ତାଙ୍କ ଗୀତ “ବର୍ସାଚେ ବେବି” ଖୁବ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ।…

ସାହାଯ୍ୟ କରିଥିବା ପ୍ରମାଣ ଦେଲେ ସୋନୁ, ପ୍ରଶଂସା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ମହାମାରୀ କରୋନା ଆରମ୍ଭ କାଳରୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ସବୁରି ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଏପରିକି ସୋଶାଲ୍ ସାଇଟ୍ ଜରିଆରେ ଲୋକେ ସହାୟତା…

ଐଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତାରେ ପାଗଳ ଥିଲେ ଅକ୍ଷୟ ଖନ୍ନା

ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ସୁନ୍ଦରତା କାରଣରୁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ଲୁକ୍ ରେ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ ହୋଇଛନ୍ତି । ତେବେ ଆପଣ…

ଆଡଲାଇନ୍: ଖାଲି ଚେହେରା ନୁହେଁ, ହୃଦୟରୁ ସୁନ୍ଦରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଆୟୋଜିତ ହୋଇଥାଏ ମିସ୍ ଇଣ୍ଡିଆ, ମିସ୍ ୟୁନିଭର୍ସ ଭଳି ପ୍ରତିଯୋଗିତା । ଖାଲି ସେତିକି ନୁହେଁ, ବିଭିନ୍ନ ବର୍ଗରେ ବିଭିନ୍ନ ଧରଣର ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବିଶ୍ୱବ୍ୟାପୀ…

ନିର୍ଭୀକ ଫରେଷ୍ଟ୍ ଅଫିସର୍ ବିଦ୍ୟା ବାଲାନ୍

ମୁମ୍ବାଇ(ଓଡ଼ିଶା ଭାସ୍କର): କରୋନା ମହାମାରୀର ଆତଙ୍କ ଲାଗି ରହିଛି ସବୁଠି । ପ୍ରଥମ ତରଙ୍ଗ ପରେ ଦ୍ୱିତୀୟଥର କରୋନା ଭୂତାଣୁ କାୟା ମେଲାଇ ଲୋକଙ୍କୁ କଲବଲ କରିସାରିଲାଣି । ଏଥିପାଇଁ ସାଧାରଣରେ ଯେତିକି ଭୟ, ସେତିକି…

‘ରାଧେ’ ଲିକ୍; ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧୭/୫(ଓଡିଶା ଭାସ୍କର) : ସୁପରଷ୍ଟାର୍ ସଲମାନ ଖାନଙ୍କ ମୁଭି 'ରାଧେ' ରିଲିଜ୍ ହେବା ପୂର୍ବରୁ ହିଁ ବେଶ୍ ଚର୍ଚ୍ଚାରେ ରହି ଆସିଛି । କୋଭିଡ୍ ସମୟରେ ବିଭିନ୍ନ ପ୍ରାୟତଃ ସବୁ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିବା…

ଶୁଟିଂ ସେଟରେ ନିକ୍ ଜୋନସ୍ ଆହତ

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ଆମେରିକୀୟ କଳାକାର ନିକ୍ ଜୋନସ୍ ଶୁୁଟିଂ ସେଟ୍ ରେ ଆହାତ ହୋଇଛନ୍ତି । ତେବେ ସେ ବିଶେଷ ଆଘାତ ପାଇ ନଥିବା ସୁଚନା ମିଳିଥିବା ବେଳେ…