fbpx
Browsing Category

ଶିକ୍ଷା

ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା FLN କ୍ଲାସ: ପ୍ରଥମ ଶ୍ରେଣୀରୁ ଶିକ୍ଷାରେ ନିପୁଣତା ହାସଲ କରିବେ ଛାତ୍ରଛାତ୍ରୀ

ଓଡ଼ିଶା ଭାସ୍କର: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଆଉ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ FLN କ୍ଲାସର ବ୍ୟବସ୍ଥା…

ଯଦି ହିନ୍ଦୀ ଭାଷାରେ ଆଇନ ଶିକ୍ଷା ଦିଆଯାଏ ତେବେ ଛୋଟ ସହରର ଛାତ୍ରମାନେ ମଧ୍ୟ ହୋଇପାରିବେ ଭଲ ଓକିଲ: CJI ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଆଇନ ଶିକ୍ଷା ହିନ୍ଦୀରେ ଉପଲବ୍ଧ କରିବା ପାଇଁ କହିଛନ୍ତି । ସେ କହିଛନ୍ତି ଯେ, ହିନ୍ଦୀରେ ଯଦି ଆଇନ ଶିକ୍ଷା ଦିଆଯିବ ଛୋଟ ସହରରେ ମଧ୍ୟ ଛାତ୍ରମାନେ ଭଲ ଓକିଲ ହୋଇପାରିବେ । ଉତ୍ତର…

OPSC ଜାରି କଲା ନୋଟିସ୍: OCS-୨୦୨୨ ମୁଖ୍ୟ ପରୀକ୍ଷା ପାଇଁ ଜାରି ହେଲା ସବଜେକ୍ଟ କୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ସେବା ପରୀକ୍ଷା- ୨୦୨୨କୁ ଆସିଛି ଏକ ବଡ଼ ଅପଡେଟ୍ । ଓସିଏସ-୨୦୨୨ର ମୁଖ୍ୟ ପରୀକ୍ଷା ଚଳିତ ମାସ ୨୫ରୁ ମାର୍ଚ୍ଚ ମାସ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।…

ଇଣ୍ଡିଆନ ରେଲୱେ ପକ୍ଷରୁ ବିଜ୍ଞପ୍ତି: ୯୦୦୦ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି, ମାର୍ଚ୍ଚ ମାସରେ ଅନଲାଇନ୍ ଆବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ନିଯୁକ୍ତି ଋତୁ ଚାଲିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ପଦ ପୂରଣ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ଭାରତୀୟ ରେଳବାଇ…

CUET UG 2024: ଦ୍ୱାଦଶ ପରେ କେଉଁଠି ଓ କେମିତି ମିଳିବ ଆଡମିସନ୍, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ପରୀକ୍ଷା ଋତୁ । ବିଶେଷ କରି ବୋର୍ଡ଼ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସାଧାରଣତଃ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ୟୁନିଭର୍ସିଟିରେ ପାଠ…

ଦଶମ, ITI ପିଲାଙ୍କୁ BSFରେ ମିଳିବ ଚାକିରି: ୬୯,୦୦୦ ପର୍ଯ୍ୟନ୍ତ ଦରମା

ନୂଆଦିଲ୍ଲୀ: ଦଶମ କିମ୍ବା ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ସୀମା ସୁରକ୍ଷା ବଳ(BSF)ରେ ସାମିଲ ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ…

Big Breaking; ମାଟ୍ରିକ ପରୀକ୍ଷାର୍ଥିଙ୍କ ଉପରେ ନଜର ରଖିବ CCTV: ସବୁ ସେଣ୍ଟରରେ ଲାଗିବ AI ଆଧାରିତ କ୍ୟାମେରା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି । ତେବେ ଏଥର…

ସର୍କୁଲାର ଜାରି ସ୍କୁଲଗୁଡ଼ିକ ନିର୍ଦ୍ଦେଶ ଦେଲା CBSE : ଏଣିକି ବୋର୍ଡ ପରୀକ୍ଷା ସମୟରେ ଦେବାକୁ ପଡ଼ିବ ଫିଡବ୍ୟାକ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଏକ ସର୍କୁଲାର ଜାରି କରି ସମସ୍ତ ବିଦ୍ୟାଳୟକୁ ବୋର୍ଡ ପରୀକ୍ଷା ସମୟରେ ଫିଡବ୍ୟାକ୍ ଦେବାକୁ ଅନୁରୋଧ କରିଛି । ବୋର୍ଡ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରି କହିଛି…

ଭାରତର ସର୍ବବୃହତ କୋଇଲା ଉତ୍ପାଦନ କମ୍ପାନୀରେ ନିଯୁକ୍ତି ସୁଯୋଗ: ୧୪୨୫ଟି ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

ଦେଶର ସର୍ବବୃହତ କୋଇଲା ଉତ୍ପାଦନ କମ୍ପାନୀ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ପକ୍ଷରୁ ୧୪୨୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।…

OSSSC ପକ୍ଷରୁ ଆସିଲା ଅପଡେଟ୍: ପୁଣି ବଢ଼ିଲା ଅମିନ, RI, ARI ଆବେଦନ ସମୟସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସରେ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ୨୮୯୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର…