fbpx
Browsing Category

IPL

ହାର୍ଦ୍ଦିକ ନେବେ ବଡ ନିଷ୍ପତ୍ତି: ୱିଲିୟମସନଙ୍କ ସ୍ଥାନରେ କମବ୍ୟାକ କରିବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ଏହାପୂର୍ବରୁ ଗୁଜୁରାଟ ଦଳକୁ ଏକ ବଡ ଖୁସିଖବର ମିଳିଛି । ପ୍ରଥମ ମ୍ୟାଚରେ ଆହତ…

୫୦୦୦ ରନ ପୂରଣ କଲେ ମାହି: ସୁପର ଜିଆଣ୍ଟସକୁ ୨୧୮ ରନର ଟାର୍ଗେଟ

ନୂଆଦିଲ୍ଲୀ: ଲକ୍ଷ୍ନୌ ବିପକ୍ଷ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛି ଚେନ୍ନାଇ ସୁପର କିଙ୍ଗସ । ଋତୁରାଜ ଗାଏକ୍ୱାଡ, ଡେଭନ କନୱେ ଏବଂ ଶେଷରେ କ୍ୟାପଟେନ କୁଲ ମାହିଙ୍କ ଧମାକାଦାର ଇନିଂସ ବଳରେ ସୁପର ଜିଆଣ୍ଟସକୁ ୨୧୮…

କୋଲକାତା ନାଇଟ୍ ରାଇଡର୍ସକୁ ବଡ଼ ଝଟକା: ଆଇପିଏଲ ୨୦୨୩ ରୁ ଓ଼ହାରିଲେ ଶାକିବ ଅଲ ହାସନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ରୁ ବାଦ୍ ପଡ଼ିଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନବାଦ୍ । ବାଂଲାଦେଶ ଅଲରାଉଣ୍ଡର କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜ୍ ପାଇଁ ଚଳିତ ସିଜନରେ ଉପଲବ୍ଧ ନହେବା ବିଷୟରେ…

ହୋମ ଗ୍ରାଉଣ୍ଡକୁ ଫେରୁଛି ଚେନ୍ନାଇ ସୁପର କିଙ୍ଗସ: ଆରମ୍ଭ ହେବ ବିଜୟ ଅଭିଯାନ!

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ପରେ ନିଜ ଘରକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ନିଜ ହୋମ ଗ୍ରାଉଣ୍ଡରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ସହ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବ ଧୋନୀ ବାହିନୀ । ତେବେ ଗୁଜୁରାଟ ବିପକ୍ଷରେ…

ଷ୍ଟିଭ ସ୍ମିଥ ନେବେ ୱିଲିୟମସନଙ୍କ ସ୍ଥାନ? ଏହି ଖେଳାଳିମାନଙ୍କ ଭିତରେ ହେବ ଟକ୍କର

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ପ୍ରଥମ ମ୍ୟାଚରୁ ହିଁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କେନ୍ ୱିଲିୟମସନ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ତେବେ ଗୁଜୁରାଟ ଦଳରେ ତାଙ୍କ ସ୍ଥାନ କେଉଁ…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଭୁବନେଶ୍ୱର: ପ୍ରଥମେ ରାଜସ୍ଥାନ କରିବ ବ୍ୟାଟିଂ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରାଜସ୍ତାନ ରୋୟଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ତେବେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ…

୫ ବର୍ଷ ପରେ IPLକୁ କମବ୍ୟାକ୍‌ କଲେ ମାର୍କ ଉଡ୍, ରକେଟ୍ ସ୍ପିଡ୍‌ରେ ବଲ୍ ପକାଇ ବ୍ୟାଟ୍ସମ୍ୟାନ୍‌ଙ୍କୁ କଲେ ଘାଇଲା

ଲକ୍ଷ୍ନୌ: ଆଇପିଏଲ୍ ୨୦୨୩ ର ତୃତୀୟ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦିଲ୍ଲୀ ରାଜଧାନୀକୁ ୫୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌର ଦ୍ରୁତ ବୋଲର ମାର୍କ ଉଡ୍ ୫ ଟି ୱିକେଟ୍ ନେଇ ଦିଲ୍ଲୀ ଟିମ୍‌ର…

LSG vs DC: ହୋମ୍ ଗ୍ରାଉଣ୍ଡରେ ଦିଲ୍ଲୀକୁ ୫୦ ରନରେ ହରାଇଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ମାର୍କ ଉଡ୍‌ଙ୍କୁ ପାଞ୍ଚଟି ୱିକେଟ୍

ଲକ୍ଷ୍ନୌ: ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରି ଲକ୍ଷ୍ନୌ ସୁପରଜିଆଣ୍ଟସ ପ୍ରଥମ ବିଜୟ ହାସଲ କରିଛି…

ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ଅଧିନାୟକ ଋଷଭ! ଦେଖନ୍ତୁ ଟିମ DCର ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ତୃତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି । ତେବେ ଏହି ମ୍ୟାଚ ପୂର୍ବରୁ ଦିଲ୍ଲୀ ଶିବିରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଆହତ ଯୋଗୁଁ…

ବର୍ଷା ଯୋଗୁଁ D/L ମେଥଡରେ ଜିତିଲା ପଞ୍ଜାବ କିଙ୍ଗସ: ହାସଲ କଲା ସିଜନର ପ୍ରଥମ ବିଜୟ

ମୋହାଲୀ: ଆଇପିଏଲ-୨୦୨୩ର ଦ୍ୱିତୀୟ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ । ବର୍ଷା ଯୋଗୁଁ ଡ/ଏଲ ନିୟମ ଅନୁସାରେ କୋଲକାତା ନାଇଟ ରାଇଡର୍ସକୁ ମାତ୍ ଦେଇଛି ଗବର ସେନା । ଏହି ମ୍ୟାଚରେ ଦ୍ୱିତୀୟ ଇନିଂସରେ ୪…