fbpx
Browsing Category

ଟି-୨୦ ବିଶ୍ୱକପ୍

T-20 World Cup : ଓପ୍ନରରେ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ଉଦ୍ଘାଟନୀ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ । ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା…

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିସିସିଆଇର ବଡ ପଦକ୍ଷେପ, ଟି-୨୦ ବିଶ୍ୱ କପ୍ ଛାଡି ସ୍ୱଦେଶ ଫେରିବେ ୪ ଖେଳାଳି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହା ମୁକାବିଲା ପୂର୍ବରୁ ବିସିସିଆଇ ନେଇଛି ବଡ ପଦକ୍ଷେପ । ଭାରତୀୟ କ୍ରିକେଟ୍ ବୋର୍ଡ ଭାରତୀୟ ଦଳରେ ସାମିଲ ଚାରି ଖେଳାଳିଙ୍କୁ ଭାରତ…

ICC T20 WC: ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଲାଗିଲା ୧୦୦୦ କୋଟି ଟଙ୍କାର ବେଟିଂ, ଆଣ୍ଟି କରପସନ ୟୁନିଟ୍ ସଜାଗ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ରବିବାର ଭାରତ ନିଜର ଅଭିଯାନ ପାକିସ୍ତାନ ବିପକ୍ଷ ମହା ମୁକାବିଲାରୁ କରିବ । ଏହି ହାଇ ଭୋଲଟେଜ୍ ମୁକାବିଲା ଉପରେ ପୂରା ଦୁନିଆର ନଜର । କୁହାଯାଉଛି ଦୁବାଇରେ ଅକ୍ଟୋବର ୨୪ରେ ହେବାକୁ…

T-20 World Cup: Super-12ରେ ଏହିସବୁ ଦେଶ ସହ ମୁକାବିଲା କରିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ଭାରତର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ । ଏହି ମ୍ୟାଚକୁ ସମସ୍ତ କ୍ରୀଡ଼ାପ୍ରେମୀ ଚାତକ ପରି ଚାହିଁ ରହିଛନ୍ତି । ସୁପର-୧୨ରେ ଉଭୟ ଭାରତ ଓ…

ମହା ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା, ତିନୋଟି ସ୍ଥାନ ପାଇଁ ଏବେ ବି କୌଣସି ଖେଳାଳି ସ୍ଥିର ହୋଇ ନାହାନ୍ତି

ନୂଆଦିଲ୍ଲୀ : ଦୁଇ ଅଭ୍ୟାସ୍ ମ୍ୟାଚ୍ ପରେ ୧୫ ଜଣିଆ ଭାରତୀୟ ଦଳ ପାକିସ୍ତାନର ମୁକାବିଲା କରିବାକୁ ପ୍ରସ୍ତୁତ । ଏହି ମ୍ୟାଚ୍ ଅକ୍ଟୋବର ୨୪ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଇଂଲଣ୍ଡ ଓ…

ଦୁବାଇରେ ଅଜୟ ଟିମ୍ ଇଣ୍ଡିଆ, ଜିତିଛି ମୋଟ୍ ୫ ମ୍ୟାଚ୍, ପାକିସ୍ତାନକୁ ହରାଇଛି ଦୁଇ ଥର

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ନିଜର ବିଶ୍ୱ କପ୍ ଅଭିଯାନ ଆରମ୍ଭ କରିବେ । ଦୁଇ ଦଳ ଦୀର୍ଘ ସମୟ ପରେ ପରସ୍ପରର ମୁକାବିଲା କରିବେ । ଦୁଇ ଦଳର ବର୍ତ୍ତମାନ ଫର୍ମକୁ ଦେଖିଲେ ଏହା କୁହାଯାଉଛି ଯେ,…

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ୱାର୍ମ ଅପରେ କଙ୍ଗାରୁ ଘାଇଲା

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ମାତ୍ର ୧୫୩ ରନର ପିଛା କରୁଥିବା ଭାରତ ୧୭.୫ ଓଭରରେ ୧ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି…

ସ୍ମିଥଙ୍କ ୫୭ , ଅଶ୍ୱିନଙ୍କୁ ୨ ୱିକେଟ: ୱାର୍ମଅପରେ ଭାରତ ସମ୍ମୁଖରେ ୧୫୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ୱାର୍ମଅପ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ୧୫୨ହରାଇ ରନ ସଂଗ୍ରହ…

ଭାରତ-ଅଷ୍ଟ୍ରେଲିଆ ୱାର୍ମଅପରେ ରୋହିତ ଅଧିନାୟକ; କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଠିକ ପୂର୍ବରୁ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚରେ ବିଶ୍ରାମ ନେଇଛନ୍ତି ଅଧିନାୟକ ବିରାଟ କୋହଲି । ରୋହିତ ଶର୍ମର୍ା ଅଧିନାୟକ ରହିଥିବା ବେଳେ ଟସ୍ ଜିତି…

ୱାର୍ମ ଅପରେ ଭାରତର ବୋଲିଂ ନିଷ୍ପତ୍ତି; ଓପନ କରିବେନି କୋହଲି

ନୂଆଦିଲ୍ଲୀ: ଦୁବାଇରେ ଭାରତ ଏହାର ବିଶ୍ୱକପ ୱାର୍ମ ଅପ୍ ମ୍ୟାଚ ଖେଳିବାକୁ ଯାଉଛି । ଏହି ମ୍ୟାଚ ପାଇଁ ଇଂଲଣ୍ଡ ପକ୍ଷରୁ ଅଧିନାୟକ ଇଓନ ମୋର୍ଗାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଇନିଂସ ଓପନ ନ କରିବାର ଘୋଷଣା କରିଛନ୍ତି…